ଗୋପାଳବଲ୍ଲଭ ଭୋଗ
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଏହି ନୀତିର ସମୟ ସକାଳ ୯ଟା । କିନ୍ତୁ ଶ୍ରୀମନ୍ଦିର ତରଫରୁ ପ୍ରକାଶିତ ପଞ୍ଜିକା ଅନୁଯାୟୀ ଏହି ନୀତି ସକାଳ ୯ଟା ୩୦ ମିନିଟ୍ରେ ହେବାର ବିଧୁ ଅଟେ ।
Spiritual
•
19
Oct
2023 9:58 AM
•
•