ଜାଣନ୍ତୁ କାହିଁକି ସାରାଜୀବନ ଅବିବାହିତ ରହିଗଲେ ଦେବର୍ଷି ନାରଦ
ଆପଣ ସମସ୍ତେ ଜାଣିଥିବେ ଦେବର୍ଷି ନାରଦ ଅବିବାହିତ ଅଟନ୍ତି। ଆଉ ଆଜି ଆମେ ଆପଣଙ୍କୁ ଜଣାଇବୁ ଦେବର୍ଷି ନାରଦଙ୍କ ଅବିବାହିତ ହୋଇଯିବା ପଛର କାରଣ। ସେ ଜଣେ ରାଜକୁମାରୀଙ୍କ ପାଇଁ ଅବିବାହିତ ରହିଥିଲେ। ତେବେ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା।
Spiritual
•
08
Jun 2023 8:05 PM
•
•