କାହିଁକି ତମ୍ବା ପାତ୍ରରୁ ପାଣି ପିଇବା ଜରୁରୀ
ତମ୍ବାପାତ୍ରର ପାଣି ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ ।ଏହାଦ୍ବାରା ଶରୀରକୁ ଶକ୍ତି ମିଳିବା ସହିତ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।କାରଣ ତମ୍ବା ଦ୍ବାରା ଅନେକ ଜୀବାଣୁ ନଷ୍ଟ ହୋଇଯାନ୍ତି । ତେଣୁ ତମ୍ବା ପାତ୍ରର ପାଣି ଶରୀରରୁ ବିଷାକ୍ତ ତତ୍ତ୍ବ ଦୂର କରିବାରେ ସାହାଯ୍ୟ କରେ।
Lifestyle
•
12
Jul 2023 7:14 PM
•
•