କେବଳ ମିତ୍ରତା ନିମନ୍ତେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବାରମ୍ବାର ପରୀକ୍ଷା ଦେଇଥିଲେ

ସମଦଶାପନ୍ନ ସୁଗ୍ରୀବ ଓ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅଗ୍ନିକୁ ସାକ୍ଷୀ ରଖି ମିତ୍ରତା ସୂତ୍ରରେ ଆବଦ୍ଧ ହୋଇଥିଲେ। ମିତ୍ର ଶ୍ରୀରାମ, ସୁଗ୍ରୀବଙ୍କୁ କଥା ଦେଲେ ବାଳୀକୁ ବଧ କରି ତାଙ୍କୁ କିଷ୍କିନ୍ଧ୍ୟାରେ ରାଜା ଭାବରେ ଅଭିଷିକ୍ତ କରାଇବେ । ସୁଗ୍ରୀବ ମଧ୍ଯ ଦେବୀ ସୀତାଙ୍କ ଅନୁସନ୍ଧାନ ତଥା ଉଦ୍ଧାରରେ ପୂର୍ଣ୍ଣ ସହାୟତା ପ୍ରଦାନ ନିମନ୍ତେ ପ୍ରଭୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Spiritual

12
Jul
2023 7:03 PM


କେବଳ ମିତ୍ରତା ନିମନ୍ତେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବାରମ୍ବାର ପରୀକ୍ଷା ଦେଇଥିଲେ