କ୍ଲାଇମାକ୍ସ୍ ନାହିଁ
କାହାଣୀକାର ଅଚେତ୍ ହେଇ ପଡ଼ିଛି। ଶୋଇଚି କି ଚେତା ଯାଇଛି ଜଣା ନାହିଁ। କାହାଣୀ ଅଧା। ଚରିତ୍ର ଗୁଡ଼ା ରାତିର ଗଭୀରତା ଭିତରେ ବିବ୍ରତ ହେଲେଣି। ପରିଚୟ ଶୁନ୍ୟ ମଣିଷ ଭଳିଆ କଣ କରିବେ କିଛି ଜାଣି ପାରୁନାହାନ୍ତି। କିଏ କଣ କଲାଣି ତାର ଅତା ପତ୍ତା ନାହିଁ। କ୍ଲାଇମାକ୍ସ ବିନା କାହାଣୀ ସରିବନି। କାହାଣୀକାର ଉଠିଲେ ଯାଇ ସେ କାହାଣୀ ଲେଖିବ। ସେଯାଏ କ୍ଳାଇମାକ୍ସ ନାହିଁ।
Personal
•
24
Oct 2023 6:54 PM
•
•