କ୍ଷୁଦ୍ର ଗଳ୍ପ - ଦୂରତା
ଆମ ଦୁହିଁଙ୍କ ଭିତରେ ଦୂରତା ମାତ୍ର ପାଞ୍ଚ ଶହ କିଲୋମିଟରର। ଦୁହେଁ ଦୁହିଁଙ୍କ ପାଇଁ ସମୟ ବାହାର କରି ଏକାଠି ହେଉ ।କେବେ ସେ କେବେ ମୁଁ , ଦୁହେଁ ଦୁହିଁଙ୍କ ପାଖକୁ ଯାଉ।। ହଠାତ୍ କାହିଁକି କେଜାଣି ମନ କଲୁ ଦୁହେଁ ଏକାଠି ରହିବୁ। ଆମ ଆଗରେ ଥିଲା ଦୁଇଟି ରାସ୍ତା । ଗୋଟିଏ ଆମ ଭିତରୁ କେହି ଜଣେ ଚାକିରୀ ଛାଡିବ, ଅନ୍ୟଟି ଦୁହିଁଙ୍କ ଭିତରୁ କେହି ଜଣେ ଟ୍ରାନ୍ସଫର କରିବ। ତମେ କହିଲ ତମେ ଟ୍ରାନ୍ସଫର ହେଇ ମୋ ପାଖକୁ ଆସିବ। ମୁଁ ବି ସହମତ ହେଲି। ସେଦିନ ତମେ ଫୋନ୍ କଲ୍ ଠିକ୍ ସନ୍ଧ୍ୟା ବେଳେ......
Personal
•
25
Feb 2024 2:59 PM
•
•