ମଇଲମ ନୀତି
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁସାରେ ମଇଲମ ନୀତିର ସମୟ ସକାଳ ସାଢେ ଛଅଟା । ମଙ୍ଗଳଆଳତି ସରିବା ପରେ ପରେ ମଇଲମ ହୁଏ । ଶ୍ରୀଜୀଉଙ୍କର ପିନ୍ଧାବସ୍ତ୍ର ଓ ଭୂଷଣକୁ ଓହ୍ଲାଇ ପୁଣି ଅନ୍ୟ ବସ୍ତ୍ର ପିନ୍ଧାଇବାକୁ ମଇଲମ କୁହାଯାଏ ।
Spiritual
•
18
Oct
2023 7:47 PM
•
•