Srujanee Logo

ମନଦାହ

ସ୍ମୃତିକୁ ଜଳାଞ୍ଜଳି ଦେଇ, ଅନୁରକ୍ତି ଗୁଡ଼ାକୁ ଅଜାଡ଼ି ଦେଇ ମନ ମରିଯାଇଛି। ମନ ଆଉ ଉଠିବନି। ମନ ମରିଯାଇଛି ଆଉ ମନର ସତ୍କାର କରିବା ପାଇଁ ଏକ ନାଟକୀୟ ପରିବେଷଣ ହଉଛି। ସବୁ ବାସନା ଯାତନା ସରିଯାଇଛି। ସତ୍ୟ-ମିଥ୍ୟା, ସ୍ବର୍ଗ-ନର୍କ ସବୁ ନିଶ୍ଚିହ୍ନ ହୋଇଯାଇଛନ୍ତି। 

Personal

•

03
Oct
2023 12:16 AM

•


ମନଦାହ