Srujanee Logo

ମଙ୍ଗଳଆଳତି 

ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତ୍ତ୍ଵଲିପି ଅନୁସାରେ ଦ୍ଵାରଫିଟା ନୀତି ସଂପନ୍ନ ହେଲା ପରେ ପରେ ମହାପ୍ରଭୁଙ୍କର ମଙ୍ଗଳଆଳତି ନୀତି ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ଦୈନିକ ପଞ୍ଜିକା ଅନୁଯାୟୀ ମଙ୍ଗଳଆଳତି ସାଧାରଣ ଦିନମାନଙ୍କରେ ପ୍ରାୟ ସକାଳ ୬ଟା ସମୟରେ କରାଯିବାର କାର୍ଯ୍ୟକ୍ରମ ରହିଛି । ବ୍ରାହ୍ମ ମୁହୂର୍ଭରେ ମଙ୍ଗଳମୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତଥା ଜଗତର ମଙ୍ଗଳ ନିମିତ୍ତ ହେଉଥିବା ଆଳତିକୁ “ ମଙ୍ଗଳଆଳତି” କୁହାଯାଏ । ମହାପ୍ରଭୁ ନିଦରୁ ଉଠି ପ୍ରଥମେ ମଙ୍ଗଳଆଳତି ସମୟରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । 

Spiritual

•

18
Oct
2023 7:31 PM

•


ମଙ୍ଗଳଆଳତି