ମୂଳାଷ୍ଟମୀରେ ଦେବୀ ଉତ୍ଥାପନ ନୀତି

ଦେବୀ ଦୁର୍ଗାଙ୍କର ଷୋଡ଼ଶଦିନ ବ୍ୟାପୀ ପୂଜାର ମୂଳତିଥି। ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥିର ଅନ୍ୟନାମ ‘ମୂଳାଷ୍ଟମୀ’। ଏହିଦିନ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କର ଶରତ୍‌କାଳୀନ ଷୋଡ଼ଶ ଦିବସବ୍ୟାପୀ ପୂଜା ଆରମ୍ଭ ହୁଏ ।

Spiritual

06
Oct
2023 12:27 PM


ମୂଳାଷ୍ଟମୀରେ ଦେବୀ ଉତ୍ଥାପନ ନୀତି