ମୃଦଙ୍ଗେ ମାଧବ ବିଶର ମହାନ୍ତି

ଦନେଇ ବିଦ୍ୟାଧରଙ୍କ ପୁଅ ଗଜପତି ରାମଚନ୍ଦ୍ର ଦେବ(୧) ୧୫୬୮-୧୬୦୦ ଖ୍ରୀଷ୍ଟାବ୍ଦ । ଖୋର୍ଦ୍ଧା ବରୁଣାଇ ପାହାଡ଼ ତଳେ କଟକ କରି ରହିଲେ । ଏଇ ସମୟରେ ସେ କୁଜଙ୍ଗ ଗଡ଼ରୁ ବ୍ରହ୍ମ ଅଣାଇ ଖୋର୍ଦ୍ଧା କଟକେ ବନଯାଗ କରି ସୁମୂରୁତି କରାଇଲେ । ଶ୍ରାବଣ ଶୁକ୍ଳ ନବମୀ ଦିନ ଶ୍ରୀଜୀଉଙ୍କୁ ସିଂହାସନେ ବିଜେ କରାଇଲେ । ବିଶର ମହାନ୍ତିଙ୍କି ପୋର ନାଏକ କଲେ ।

Spiritual

18
Jul
2023 9:22 PM


ମୃଦଙ୍ଗେ ମାଧବ ବିଶର ମହାନ୍ତି