ମୂର୍ତ୍ତି ପୂଜା କାହିଁକି କରାଯାଏ ??

ହିଦୁ ଧର୍ମରେ ମୂର୍ତ୍ତି ପୂଜାର ବିଶେଷ ମହତ୍ତ୍ଵ ରହିଛି। ଉପାସନାର ପଞ୍ଚମ ସୋପାନ . ହେଉଛି ମୂର୍ତ୍ତି ପୂଜା। ମନୁଷ୍ୟର ମନ ସର୍ବଦା ଚଳଚଞ୍ଚଳ ଥାଏ, ଯେଉଁ କାରଣରୁ ଗୋଟିଏ ସ୍ଥାନରେ ବା କାର୍ଯ୍ୟରେ ସ୍ଥିରତା ଆସିପାରେ ନାହିଁ।

Spiritual

•

13
Jul
2023 11:48 AM

•

•


ମୂର୍ତ୍ତି ପୂଜା କାହିଁକି କରାଯାଏ ??