ନୃସିଂହ ପୁରାଣ ପ୍ରଥମ ସାଗର ଭାଗ - ୫ 

ନୃସିଂହ ପୁରାଣ ସତ୍ୟ ଯୁଗ କଥା ଉପରେ ଆଧାରିତ । ସାମ ବେଦ ରୁ ଏହି ଗ୍ରନ୍ଥ ଆସିଅଛି ।ଏଥିରେ ବ୍ରହ୍ମା ନାରଦ ସମ୍ବାଦ ଶୁକ ପରୀକ୍ଷିତ ସମ୍ବାଦ ,ନୃସିଂହ ଶେଷ ଦେବ ଙ୍କ ଲୀଳା  ସବୁ ବର୍ଣ୍ଣନା କରାଯାଇଛି ।ବଙ୍ଗ ଦେଶରେ କୃଷ୍ଣ ବଲ୍ଲବ ରାଜା ଓ ତାଙ୍କ ପତ୍ନୀ ଉଭୟ ବିଷ୍ଣୁ ଭକ୍ତ ଥିଲେ  ।ତାଙ୍କରି ଗର୍ଭରୁ ନୃସିଂହ ଓ ଶେଷ ଦୁଇଗୋଟି ପୁତ୍ର ଜନ୍ମ ନେଲେ ।ନୃସିଂହ ଜ୍ୟେଷ୍ଠ ଭାଇ ଓ ଶେଷ ଥିଲେ ସାନ । ତାଙ୍କର ଅବତାର କୀର୍ତ୍ତି  ଏହି ନୃସିଂହ ପୁରାଣ ରେ ଲେଖା ହୋଇଅଛି । ହେ ସୁଜ୍ଞଜନ ମାନେ ମୂଳ ସଂସ୍କୃତ ଗ୍ରନ୍ଥ ରୁ ଏହି ପୁରାଣ କୁ ଅନୁବାଦ କରିବା ରେ ଯଦି କିଛି ତ୍ରୁଟି ରହିଯାଏ ତେବେ ଅଧମ କୁ ଆପଣଂକ ପାଣ୍ଡିତ୍ୟପଣ ରେ କ୍ଷମା କରିବା ହେବେ ।

Spiritual

•

12
Jun
2023 9:23 PM

•

•


ନୃସିଂହ ପୁରାଣ ପ୍ରଥମ ସାଗର ଭାଗ - ୫