Srujanee Logo

ପଢ଼ାଘର ପାଇଁ ବାସ୍ତୁ ଟିପ୍ସ

ବର୍ତ୍ତମାନ ଶିକ୍ଷା ଓ କ୍ୟାରିୟର୍‌ କ୍ଷେତ୍ରରେ ଦୃଢ଼ ପ୍ରତିଯୋଗିତା ହେଉଛି। ତେଣୁ ସମସ୍ତେ ଚାହୁଁଛନ୍ତି, ସେମାନଙ୍କର ସନ୍ତାନମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ଭଲ କ୍ୟାରିୟର୍‌ ଗଢ଼ନ୍ତୁ। କିନ୍ତୁ ଅନେକ ସମୟରେ ଶିକ୍ଷା କ୍ଷେତ୍ରରେ ପିଲାମାନେ ଏକାଗ୍ର ହୋଇପାରନ୍ତି ନାହିଁ। ପରିଶ୍ରମ ସତ୍ତ୍ବେ ସେମାନେ କ୍ୟାରିୟରରେ ଏତେଟା ଭଲ ପ୍ରଦର୍ଶନ କରିପାରି ନଥାନ୍ତି।   ଏଭଳି ପରିସ୍ଥିତି ବାସ୍ତୁଦୋଷ ପାଇଁ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ କିଛି ବାସ୍ତୁ ନିୟମକୁ ମାନିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ।

Lifestyle

•

14
Jun
2023 9:11 PM

•


ପଢ଼ାଘର ପାଇଁ ବାସ୍ତୁ ଟିପ୍ସ