ରାତ୍ର ପହୁଡ

ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁସାରେ ବର୍ଣ୍ଣିତ ଏକୋଇଶି ଗୋଟି ଦୈନିକ ନୀତି ମଧ୍ୟରୁ ରାତ୍ର ପହୁଡ ନୀତି ଶେଷ ନୀତି ରାତ୍ର ୧୧.୪୫ମି. ଠାରୁ ରାତ୍ର ୧୨ଟା ମଧ୍ଯରେ ଏହି ନୀତି କରାଯିବାର ନିୟମ ରହିଛି ।

Spiritual

•

19
Oct
2023 1:01 PM

•

•


ରାତ୍ର ପହୁଡ