ସାତ ଚକୁଳି ଚଉଦ ଚେଁ, ଶାଶୁ ବୁଝିଲେ ଜ୍ୱାଇଁ ସର୍ବଜ୍ଞେ

"ସାତ ଚକୁଳି ଚଉଦ ଚେଁ, ଶାଶୁ ବୁଝିଲେ ଜ୍ୱାଇଁ ସର୍ବଜ୍ଞେ ...." ଉପକୂଳ ଓଡିଶାର ଗାଁ ଗହଳିରେ ଏମିତି ଏକ ଢଗ ଚାଲେ। ଗାଁ ଲୋକେ କଥାବାର୍ତ୍ତା ହେଲା ବେଳେ କି ଗାଁ ମାଇପିଏ ଝଗଡାଝାଟି କଲା ବେଳେ ପରସ୍ପରକୁ ଛିଗୁଲେଇ ଏଇ ଢଗ ବୋଲନ୍ତି।  କଣ ଏ ଢଗର ମାନେ..? କଣ ୟା ପଛର କାହାଣୀ..? ଆସନ୍ତୁ ଜାଣିବା:

Food

•

18
Aug
2023 10:16 AM

•


ସାତ ଚକୁଳି ଚଉଦ ଚେଁ, ଶାଶୁ ବୁଝିଲେ ଜ୍ୱାଇଁ ସର୍ବଜ୍ଞେ