ସକାଳଧୂପ 

ଗୋପାଳବଲ୍ଲଭ ଭୋଗ ନୀତି ପରେ ପରେ ସକାଳଧୂପ ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଏହାର ସମୟ ପ୍ରାୟ ଦିନ ୧୦ଟା । କିନ୍ତୁ ଶ୍ରୀମନ୍ଦିର ଦୈନିକ ପଞ୍ଜିକା ଅନୁସାରେ ଏହା ସକାଳ ୧୦ଟା ୩୦ ମିନିଟ୍ ଅଟେ । ସକାଳଧୂପ ହେଉଛି ମହାପ୍ରଭୁଙ୍କର ଦିନର ପ୍ରଥମ ଅନ୍ନଭୋଗ । ଏହା ପୂର୍ବରୁ ଅନୁଷ୍ଠିତ ହୋଇଥିବା ଗୋପାଳବଲ୍ଲଭ ଭୋଗରେ କେବଳ ଶୁଖୁଲା ଓ ଫଳ ଭୋଗ ହୋଇଥାଏ । ରନ୍ଧାଦ୍ରବ୍ୟ ଭୋଗ ହୋଇ ନଥାଏ ।

Spiritual

19
Oct
2023 10:24 AM


ସକାଳଧୂପ