ଶକ୍ତି ସ୍ୱରୂପିଣୀ ମା ଭଟ୍ଟାରିକା

ଓଡ଼ିଶାର ପ୍ରସିଦ୍ଧ ଓ ପ୍ରଚୀନ ଶକ୍ତିପୀଠମାନଙ୍କ ମଧ୍ୟରେ କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବାର ଭଟ୍ଟାରିକାଙ୍କ ପୀଠ ଅନ୍ୟତମ । ଏହା ଏକ ଉଡଡୀୟମାନ ତନ୍ତ୍ରପୀଠ। ଶ୍ରୀକ୍ଷେତ୍ର ବିମଳା ନାଭିକ୍ଷେତ୍ର ବିରଜା ପୀଠରେ ମହାଶକ୍ତିଙ୍କର ଅବୟବ ରହିଥିବା ବେଳେ ଏଠି ସତୀଙ୍କର ଆତ୍ମା ବିରାଜିତ ବୋଲି କଥ୍ତ ଅଛି । ସମଗ୍ର ରାଜ୍ୟରେ ଏକ ମହା ପର୍ଯ୍ୟଟନ ସ୍ଥଳୀ ଓ ବଣଭୋଜି ସ୍ଥଳୀ ଭାବରେ ଏଇ ପୂଜା ପୀଠଟି ଖୁବ୍ ପରିଚିତ । 

Travel

09
Oct
2023 6:22 PM


ଶକ୍ତି ସ୍ୱରୂପିଣୀ ମା ଭଟ୍ଟାରିକା