ଶରୀରର ଅନେକ ସମସ୍ୟାକୁ ଆଖି ପିଛୁଳାକେ ଦୂର କରିଥାଏ କଳା ଅଳେଇଚ

ଭାରତର ପ୍ରତ୍ଯେକ ରୋଷେଇ ଘରେ ମସଲା ଭାବରେ କଳା ଅଳେଇଚ ବ୍ୟବହୃତ ହୋଇଥାଏ । କଳା ଅଳେଇଚ କେବଳ ଖାଦ୍ୟରେ ନୁହେଁ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କଳା ଅଳେଇଚକୁ ଔଷଧ ଭାବରେ ବ୍ୟବହୃତ କରା ଯାଇ ଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ଖାଦ୍ୟରେ କଳା ଅଳେଇଚ ମିଶାଇବା ଦ୍ଵାରା ଶରୀରକୁ ଅନେକ ରୋଗରୁ ମୁକ୍ତ ମିଳିଥାଏ। ଆସନ୍ତୁ ଜାଣିବା କଳା ଅଳେଇଚ ସ୍ଵାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ।

Food

27
May
2023 9:05 AM


ଶରୀରର ଅନେକ ସମସ୍ୟାକୁ ଆଖି ପିଛୁଳାକେ ଦୂର କରିଥାଏ କଳା ଅଳେଇଚ