ଶିବ ପୁରାଣ ପ୍ରଥମ ଖଣ୍ଡ ଭାଗ -୧

 ଯେଉଁ ମାନଙ୍କର  ଶଙ୍କର ଭଗବାନ ପ୍ରତି ଶ୍ରଦ୍ଧା ,ଭକ୍ତି ବିଶ୍ୱାସ ରହିଅଛି ସେମାନେ ଏହି ପୁରାଣ ଅଧ୍ୟୟନ କଲେ  ଭଗବାନ ଶିବ ଙ୍କ ଉପରେ ନିଜର କର୍ତ୍ତବ୍ୟ ବିଷୟରେ କୌଣସି ତ୍ରୁଟି ରହିବ ନାହିଁ । ସଂସ୍କୃତ ଭାଷା ସାଧାରଣଙ୍କ ପକ୍ଷରେ ଦୁର୍ବୋଧ ହେତୁ  ଉତ୍କଳ ଭାଷାରେ ଏହି ପୁରାଣ କୁ ଅନୁବାଦ କରିବାକୁ ପ୍ରବୃତ୍ତ ହେଲି । ଭ୍ରମ  ପ୍ରମାଦ ବଶତଃ ଅନୁବାଦ ମଧ୍ୟରେ କୌଣସି ତ୍ରୁଟି ପରିଲିକ୍ଷିତ ହେଲେ ସେଥି ନିମିତ୍ତ ମରାଳଧର୍ମୀ ସହୃଦୟ ପାଠକ ମାନଙ୍କ ନିକଟରେ ,ବ୍ୟାସ ଙ୍କ ନିକଟରେ ତଥା ଭଗବାନ ଶଙ୍କରଙ୍କ ନିକଟରେ କ୍ଷମାଭିକ୍ଷା କରୁଅଛି ।।

Spiritual

08
Jun
2023 7:49 PM


 ଶିବ ପୁରାଣ ପ୍ରଥମ ଖଣ୍ଡ ଭାଗ -୧