ଶିବ ପୁରାଣ ପ୍ରଥମ ଖଣ୍ଡ ଭାଗ - ୫
ଯେଉଁ ମାନଙ୍କର ଶଙ୍କର ଭଗବାନ ପ୍ରତି ଶ୍ରଦ୍ଧା ,ଭକ୍ତି ବିଶ୍ୱାସ ରହିଅଛି ସେମାନେ ଏହି ପୁରାଣ ଅଧ୍ୟୟନ କଲେ ଭଗବାନ ଶିବ ଙ୍କ ଉପରେ ନିଜର କର୍ତ୍ତବ୍ୟ ବିଷୟରେ କୌଣସି ତ୍ରୁଟି ରହିବ ନାହିଁ । ସଂସ୍କୃତ ଭାଷା ସାଧାରଣଙ୍କ ପକ୍ଷରେ ଦୁର୍ବୋଧ ହେତୁ ଉତ୍କଳ ଭାଷାରେ ଏହି ପୁରାଣ କୁ ଅନୁବାଦ କରିବାକୁ ପ୍ରବୃତ୍ତ ହେଲି । ଭ୍ରମ ପ୍ରମାଦ ବଶତଃ ଅନୁବାଦ ମଧ୍ୟରେ କୌଣସି ତ୍ରୁଟି ପରିଲିକ୍ଷିତ ହେଲେ ସେଥି ନିମିତ୍ତ ମରାଳଧର୍ମୀ ସହୃଦୟ ପାଠକ ମାନଙ୍କ ନିକଟରେ ,ବ୍ୟାସ ଙ୍କ ନିକଟରେ ତଥା ଭଗବାନ ଶଙ୍କରଙ୍କ ନିକଟରେ କ୍ଷମାଭିକ୍ଷା କରୁଅଛି ।।
Spiritual
•
13
Jun 2023 9:38 PM
•
•