ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ

ହିନ୍ଦୁ ଧର୍ମଗ୍ରନ୍ଥରେ ଭଗବାନ ଶିବଙ୍କୁ ମହାକାଳ କୁହାଯାଏ । ମହାକାଳର ଅର୍ଥ ହେଉଛି ‘କାଳ’ ଅର୍ଥାତ୍ ମୃତ୍ୟୁ ଯାହାର ଅଧୀନ ଅଟେ । ଭଗବାନ ଶିବଙ୍କ ଜନ୍ମ ମୃତ୍ୟୁରୁ ମୁକ୍ତ ଅଟନ୍ତି । ଭଗବାନ ଶିବ ଶଙ୍କରଙ୍କୁ ନେଇ ଅନେକ ଧର୍ମଗ୍ରନ୍ଥ ରହିଛି । କିନ୍ତୁ ଶିବପୁରାଣ ଏସବୁ ମଧ୍ୟରେ ସର୍ବୋତ୍ତମ । ଶିବପୁରାଣରେ ଭଗବାନ ଶିବଙ୍କ ସହ ଜଡ଼ିତ ଅନେକ ରହସ୍ୟମୟ କଥା ଜଡ଼ିତ ରହିଛି । ଏହି ପୁରାଣରେ ବ୍ୟକ୍ତିର ମୃତ୍ୟୁ ସୂଚନା ସଂପର୍କରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଜଣାଇଛନ୍ତି ।

Spiritual

•

18
Jul
2023 4:45 PM

•

•


ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ