ଶୀତଳା ମାତା

ହିନ୍ଦୁ ଧର୍ମଶାସ୍ତ୍ରର ସ୍କନ୍ଦ ପୂରାଣରେ ଶୀତଳା ମାତାଙ୍କ ମହିମା ସଂପର୍କରେ ବର୍ଣ୍ଣନା କରାଯାଇଛି । ଶୀତଳା ମାତା ହାତରେ କଳସ, ଝାଡୁ ଧାରଣ କରିଥାନ୍ତି । ଶୀତଳା ଦେବୀଙ୍କ ବାହନ ଗଧ ଅଟେ ।

Spiritual

•

18
Jul
2023 12:56 PM

•

•


ଶୀତଳା ମାତା