ଶ୍ରୀ ହନୁମାନ ଚାଳିଶା | Odia Shree Hanuman Chalisha I श्री हनुमान चालीसा I
ମହାବିଷୁବ ସଂକ୍ରାନ୍ତି ରେ ହନୁମନ ଭଗବାନଙ୍କର ଜନ୍ମ କୁହାଜାଏ ହନୁମାନ ହେଉଛନ୍ତି ଶାକ୍ଷାତ ଶିବ l ତାଙ୍କ ଲାଞ୍ଜ ଟି ହେଉଛିନ୍ତି ପାର୍ବତୀ l ପାର୍ବତୀ ଲାଞ୍ଜ ହେଇକି ଯାଇଥିଲେ ରାମଙ୍କର କାର୍ଯ୍ୟ କରିବା ପାଇଁ l ତେଣୁ ଯେତେବେଳେ ଲାଞ୍ଜ ରେ ନିଆଁ ଲାଗିଲା ଲାଞ୍ଜ ସବୁତକ ଜାଳିଦେଲା ହେଲେ ନିଜେ ଜଳିଲାନି l କାହିଁକି ନା ପାର୍ବତୀ ଶାକ୍ଷାତ ନିଆଁ l ହନୁମାନ ଭଗବାନ ଏକ ଅଦଭୁତ ତତ୍ୟା ୩ ଟି ତତ୍ୟ ତାଙ୍କ ଦେହରେ ଅଛି l ସେ ପବନ ନନ୍ଦନ ତାଙ୍କୁ ପବନ ପୁତ୍ର କୁହାଜାଏ ସିନା ହେଲେ ବାସ୍ତବିକ ସେ ପବନ ସୂତ୍ର l ଯିଏ ପବନ କୁ ଧରିଥିଲେ l ପବନ ର ମରଣ ନାହିଁ ତାଙ୍କ ର ମରଣ ଆସିବ କେଉଁଠୁ l ପବନ ଅମର ତାଙ୍କ ପୁଅ ମଧ୍ୟ ଅମର l
Spiritual
•
11
Jul 2023 8:43 PM
•
•