ଶ୍ରୀ କାଶୀ ବିଶ୍ଵନାଥ

ଦେବଗଣଙ୍କ ନଗରୀ କାଶୀରେ ଶ୍ରୀ କାଶୀ ବିଶ୍ଵନାଥ ଶିବଲିଙ୍ଗ ରୂପରେ ସାକ୍ଷାତ ମହାଦେବ ବିରାଜମାନ କରିଛନ୍ତି । ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ଯରୁ ଏହାଙ୍କୁ ନବମ ସ୍ଥାନ ପ୍ରାପ୍ତ ହୋଇଛି । କାଶୀ ନଗରୀ ପବିତ୍ର ତଥା ପତିତ ଉଦ୍ଧାରିଣୀ ଗଙ୍ଗା ନଦୀ ତଟରେ ଅବସ୍ଥିତ ।

Travel

12
Jul
2023 9:05 PM


ଶ୍ରୀ କାଶୀ ବିଶ୍ଵନାଥ