ଶ୍ରୀ ନାରାୟଣ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିକାତ୍ମକ ପଟ୍ଟିଦିଅଁ

ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ପୂଜା ପାଉଥିବା ପଟ୍ଟିଦିଅଁ ଅନନ୍ତ ନାରାୟଣ ଚତୁର୍ଭୂଜ ବିଷ୍ଣୁଙ୍କ ସ୍ୱରୂପରେ ପୂଜା ପାଆନ୍ତି। ଏହାଙ୍କର ବର୍ଣ୍ଣ କୃଷ୍ଣ ବା କଳା। ଏହି ପଟ୍ଟିଠାକୁରଙ୍କ ନିମ୍ନ ପାଦଦେଶରେ ଯୋଡହସ୍ତରେ ସପ୍ତଋଷୀଙ୍କ ଚିତ୍ର ଅଙ୍କିତ ଥାଏ। ଏକ ବାଉଁଶ ତାଟି ଉପରେ ଏହି ୩ ପଟ୍ଟିଠାକୁର ଅଣସର ସମୟରେ ପୂଜିତ ହୁଅନ୍ତି।

Spiritual

09
Jun
2023 8:48 PM


ଶ୍ରୀ ନାରାୟଣ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିକାତ୍ମକ ପଟ୍ଟିଦିଅଁ