ଶ୍ରୀ ଓ ଶ୍ରୀବିଗ୍ରହ

(ଶ୍ରୀ-) ସୃଷ୍ଟି ସ୍ଥିତ ପ୍ରଳୟର ବିନ୍ଦୁରୁ ଉର୍ଦ୍ଧରେ (ଓ-)  ଓଁକାର ଝଙ୍କାର ଶବ୍ଦ  ଅନାହତ ନାଦେ (ଶ୍ରୀ-) ସର୍ଜନା ବିଲୟେ ସୃଷ୍ଟି ଘେନି ଯା ଉଦରେ  (ବି-)  ବରୁଣ   ବରଣୀୟ  ନାଟକକୁ ଫନ୍ଦେ  (ଗ୍ର-) ଗଗନୁ ବ୍ୟାପ୍ତି ସାଗରୁ ଗଭୀର ଗାରିମା ( ହ-) ହରିପଦେ ଗୁଣଗ୍ରାହୀ ସର୍ବପାପ କ୍ଷମା ।

Culture

16
Jun
2023 8:09 AM


ଶ୍ରୀ ଓ ଶ୍ରୀବିଗ୍ରହ