ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ରଥର ନାମ ତାଳଧ୍ଵଜ କାହିଁକି ?

 ଶ୍ରୀଜଗନ୍ନାଥଙ୍କ ରଥର ନାମ ଯେପରି ‘ନନ୍ଦିଘୋଷ’, ଶ୍ରୀବଳଭଦ୍ର ଙ୍କ ରଥର ନାମ ସେପରି ‘ତାଳଧ୍ୱଜ’ । ଏ  ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି  ଶ୍ରୀବଳଭଦ୍ର ବଡ଼ଭାଇ । ବଡ଼ଠାକୁର । ତେଣୁ ତାଙ୍କ ରଥକୁ କେହି କେହି ‘ବଡ଼ବାଡ଼ ରଥ’ ବୋଲି ବି କହନ୍ତି । ତେବେ ତାଙ୍କ ରଥର ଆଉ ଗୋଟିଏ ନାମ ‘ଲାଙ୍ଗଳଧ୍ୱଜ’ । ତାଙ୍କର ଦୁଇ ଆୟୁଧ ହେଉଛି- ‘ହଳ’ ଓ ‘ମୂଷଳ’ । 

Spiritual

•

09
Jun
2023 8:52 PM

•

•


 ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ରଥର ନାମ ତାଳଧ୍ଵଜ କାହିଁକି ?