ଶ୍ରୀଗୁଣ୍ଡିଚା ମନ୍ଦିର

  ଶ୍ରୀନୀଳାଚଳ କ୍ଷେତ୍ରର ଅନ୍ୟତମ ପୁଣ୍ୟ ଅଧିଷ୍ଠାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ବିଭିନ୍ନ ପ୍ରାଚୀନ ଶାସ୍ତ୍ର ଗ୍ରନ୍ଥ ଓ ଲୋକ ସାହିତ୍ୟରେ ଗୁଣ୍ଡିଚା ମନ୍ଦିରକୁ ମହାବେଦୀ, ଯଜ୍ଞବେଦୀ, ଗୁଣ୍ଡିଚାମଣ୍ଡପ, ଆଡ଼ପ ମଣ୍ଡପ, ଗୁଣ୍ଡିଚା ଘର, ଆଟୋପ ମଣ୍ଡପ, ରାସମଣ୍ଡପ, ଆଡ଼ମ୍ବର ମଣ୍ଡପ ଆଦି ଭାବରେ ବର୍ଣ୍ଣନା କରାଯାଇଛି।

Spiritual

27
Jun
2023 11:48 AM


ଶ୍ରୀଗୁଣ୍ଡିଚା ମନ୍ଦିର