ଶ୍ରୀଜଗନ୍ନାଥ

ଶ୍ରୀ ଜଗନ୍ନାଥ ହେଉଛନ୍ତି କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର ବଡ଼ଠାକୁର। କୋଟିକୋଟି ଓଡ଼ିଆ ମଉଡ଼ମଣି ଶ୍ରୀଜଗନ୍ନାଥ ହେଉଛନ୍ତି ଆପଣାର କାଳିଆ ଠାକୁର । ଚକାଡୋଳା, ବଳୀୟାରଭୁଜ । ସେ ଦାରୁଦେବତା । ସେ ପୂର୍ଣ୍ଣବ୍ରହ୍ମ, ଅବତାରୀ ପୁରୁଷ । ସେ ଷୋଳକଳାର ଅଧିକାରୀ ।

Spiritual

18
Mar
2025 6:48 PM


ଶ୍ରୀଜଗନ୍ନାଥ