ଶ୍ରୀକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ବିମଳା

ଶ୍ରୀକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ବିମଳାଙ୍କ ପୀଠରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଶାରଦୀୟ ଦୂର୍ଗୋତ୍ସବ ଅନୁଷ୍ଠିତ ହୋଇଥାଏ । ମା’ ବିମଳାଙ୍କ ପ୍ରତିଷ୍ଠା, ମହିମା, ରହସ୍ୟମୟ ପୂଜାପଦ୍ଧତି ସର୍ବୋପରି ବିଗ୍ରହ ବର୍ଣ୍ଣନା ଇତ୍ୟାଦି ପ୍ରସଙ୍ଗ ବହୁ ଚର୍ଚ୍ଚିତ ଏବଂ ସର୍ବବିଦିତ । ଶ୍ରୀମନ୍ଦିର ପରିସରରେ ଶ୍ରୀକ୍ଷେତ୍ରଶ୍ୱରୀ, ରାଜରାଜେଶ୍ୱରୀ ମା’ ବିମଳାଙ୍କ ପୀଠ, ଉତ୍କଳର ତନ୍ତ୍ରପୀଠମାନଙ୍କ ମଧ୍ୟରେ ଶ୍ରେଷ୍ଠ ।

Spiritual

10
Oct
2023 7:53 PM


ଶ୍ରୀକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ବିମଳା