Srujanee Logo

ଶ୍ରୀମନ୍ଦିର ରେ ଜଗନ୍ନାଥଙ୍କ ବଳିବାମନ ବେଶ

ଛଳୟସି ବିକ୍ରମଣେ ବଳିମଦଭୁତବାମନ ପଦନଖନୀରଜନିତଜନପାବନ । କେଶବ ! ଧୃତ ବାମନ ରୂପ, ଜୟ ଜଗଦୀଶ ହରେ ।" ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ଦିନ ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କ ବାମନ ବେଶ ଅନୁଷ୍ଠିତ ହୁଏ। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମନମୁଗ୍ଧକର ବାମନ ରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ।

Spiritual

•

26
Sep
2023 7:44 PM

•


ଶ୍ରୀମନ୍ଦିର ରେ ଜଗନ୍ନାଥଙ୍କ ବଳିବାମନ ବେଶ