ଶ୍ରୀମନ୍ଦିରରେ ଅଣସର ନୀତି

ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବପର୍ଯ୍ୟନ୍ତ  ଜଗନ୍ନାଥ ମନ୍ଦିରରେ  ଜଗନ୍ନାଥ,  ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ l ଏହି କାଳକୁ ଅଣସର  ବା ଅନବସର  କୁହାଯାଏ l ସ୍ନାନ ଯାତ୍ରା ପରେ  ପରମ୍ପରା ଅନୁସାରେ ଅନବସର ନୀତି ହୋଇଥାଏ l ଏହି ପ୍ରସିଦ୍ଧ ପାର୍ବଣ ର ଯେତେ ବିଧି ବିଧାନ ଅଛି ତାକୁ ୬ ଭାଗ ରେ ବିଭକ୍ତ କରାଯାଇଛି l ପ୍ରଥମ ହେଲା ସ୍ନାନ ଯାତ୍ରା , ଦ୍ବତୀୟ  ଅନବସର  , ତୃତୀୟ ଶ୍ରୀ ଗୁଣ୍ଡିଚା , ଚତୁର୍ଥ ଆଡ଼ପ  , ପଞ୍ଚମ ବାହୁଡ଼ା , ଷଷ୍ଟ ନୀଳାଦ୍ରୀବିଜେ ଆକୁ ଶଡାଙ୍ଗ ସଂସ୍କାର କୁହାଯାଏ  l 

Spiritual

05
Jun
2023 9:04 PM


ଶ୍ରୀମନ୍ଦିରରେ ଅଣସର ନୀତି