ଶ୍ରୀମନ୍ଦିରରେ ସାମୟିକ ନୀତି
ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦୈନନ୍ଦିନ ନୀତି ବ୍ୟତୀତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କର ବାର ଓ ତିଥ୍ୟ ଅନୁସାରେ ହେଉଥିବା କେତେକ ବିଶେଷ ନୀତି ବିଷୟରେ ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପିରେ ଉଲ୍ଲେଖ ରହିଛି । ଏଗୁଡିକୁ ସାମୟିକ ନୀତି କୁହାଯାଏ ।
Spiritual
•
19
Oct 2023 1:03 PM
•
•