ତୁଳସୀ ପୁଜନ ବିଧି

ଆପଣ ଏହାକୁ ସବୁଦିନ ସଫା କରନ୍ତୁ ଓ ସକାଳେ ସ୍ନାନ ଇତ୍ୟାଦି ସମାପ୍ତ କରିବା ପରେ ମାତା ତୁଳସୀଙ୍କ ପାଖରେ ଭୋଗ, ଜଳ, ଦୀପ, ସିନ୍ଦୁର, ଚନ୍ଦନ ଓ ସବୁ ପ୍ରକାର ପୂଜା ସାମଗ୍ରୀ ନେଇ ରଖି ଦିଅନ୍ତୁ ଏହା ପରେ ସର୍ବପ୍ରଥମେ ତୁଳସୀଙ୍କୁ ନମସ୍କାର କରି ତୁଳସୀରେ ଜଳ ଅର୍ପଣ କରନ୍ତୁ ଧ୍ୟାନ ରଖିବେ ଯେ ଜଳ ଆପଣ କେବଳ ୩ଥର ତୁଳସୀ ଗଛ ମୂଳରେ ଦେବେ ଏହା କରିବା ପରେ ଯାହା ଜଳ; ବଞ୍ଚି ଯିବ ତାକୁ ଆପଣ ତୁଳସୀ ପତ୍ର ଉପରେ ପକାଇବେ ।

Spiritual

10
Oct
2023 8:46 PM


ତୁଳସୀ ପୁଜନ ବିଧି