ଉପନିଷଦ ଓ ତାର ଲକ୍ଷ୍ୟ 

ଉପନିଷଦ୍ ହେଉଛି ବେଦର ଶିରୋଭାଗ । ଏହାକୁ ବେଦାନ୍ତ ବୋଲି କୁହାଯାଏ । ଏହା ଜ୍ଞାନକାଣ୍ଡ ଏବଂ ବ୍ରହ୍ମବିଦ୍ୟା ଏହାର ମୂଳାଧାର । ଏହାର ସାରତତ୍ତ୍ଵକୁ ନେଇ ରଚିତ ହୋଇଛି, ବ୍ରହ୍ମସୂତ୍ର ଓ ଶ୍ରୀମଦ୍ ଭାଗବତ ଗୀତା । ଅଧ୍ୟାତ୍ମ ବିଦ୍ୟା ବିଷୟକ ଉପଦେଶଗୁଡ଼ିକର ଏହା ଏକ ମଧୁ ଭଣ୍ଡାର ।

Culture

13
Sep
2023 7:11 PM


ଉପନିଷଦ ଓ ତାର ଲକ୍ଷ୍ୟ