ଉତ୍ତମ ଜୀବନଯାପନର ମନ୍ତ୍ର

 ଅନିୟମିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକ ଲୋକ ରୋଗ ତଥା ମାନସିକ ଅଶାନ୍ତିର ଶିକାର ହେଉଛନ୍ତି । କିନ୍ତୁ ଏକ ନିର୍ଦ୍ଦିଷ୍ଟ ଓ ଅନୁଶାସିତ ଜୀବନ ଚର୍ଯ୍ୟାଦ୍ଵାରା ଜଣେ ବ୍ୟକ୍ତି ନୀରୋଗ ରହିବା ସହ ମାନସିକ ଶାନ୍ତି ମଧ୍ୟ ପାଇପାରିବ । ଏଥ‌ିପାଇଁ ପାଞ୍ଚଟି ଦିଗ ଉପରେ ଗୁରୁତ୍ବ ଦେବାକୁ ହୋଇଥାଏ । ଏଗୁଡ଼ିକ ହେଲା ଶୌଚ, ସନ୍ତୋଷ, ତପ, ସ୍ଵାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ୍ୟ ।

Lifestyle

•

13
Jul
2023 12:00 PM

•

•


ଉତ୍ତମ ଜୀବନଯାପନର ମନ୍ତ୍ର