ଅତୀତ ଓ ଗଣେଶ ପୂଜା
କେବେ କେବେ ଭାବେ ଅତୀତ କାହିଁ ଏତେ ନିଜର ଲାଗେ , ନିଜର ପରା ନିଜର ଲାଗିବନି ବି କେମିତି । ସବୁବେଳେ ଅତୀତକୁ ଭଲ ପାଉଥିବା ମଣିଷ ଆମେ , କେଜାଣି କାହିଁ ଏକ ନିଜର ଲାଗେ ସେ ସବୁ ଜିନିଷ ।
Culture
•
07
Aug
2026 11:08 PM
•