ପ୍ରତିକ୍ଷୀତା ନାୟିକା(The yearning beloved)

ବିରହାଗ୍ନି ଜାଳଇ ପ୍ରତିକ୍ଷଣ ନୟନରୁ ଝରେ ଧାରା ଶ୍ରାବଣ ଫେରିଆସ ଆହେ ପ୍ରାଣପ୍ରିୟ ସଖା ଝୁରଇ ଅନ୍ତର କାନ୍ଦେ ପରାଣ।।

Literature

21
May
2026 12:32 PM


ପ୍ରତିକ୍ଷୀତା ନାୟିକା(The yearning beloved)