ପ୍ରେମ — ଏକ ଉନ୍ମାଦତା
ପ୍ରେମ ଏକ ଏମିତି ତୀବ୍ର ଆବେଗ, ଯେଉଁଥିରେ ମଣିଷ ନିଜର ବିବେକ, ତର୍କ ଓ ନିଜ ଉପରେ ନିୟନ୍ତ୍ରଣକୁ ମଧ୍ୟ କେତେବେଳେ ଭୁଲିଯାଏ। ଆଉ ବେଳେବେଳେ ନିଜର ଭ୍ରମ ଓ ଛଳନାକୁ ହିଁ ବାସ୍ତବତା ବୋଲି ବିଶ୍ୱାସ କରିନିଏ।
Personal
•
20
Aug
2026 4:43 PM
•