ରାଧା ବିନା କୃଷ୍ଣ ଅଧା: ପ୍ରେମ ଓ ସମର୍ପଣର ମହାନ୍ ଦର୍ଶନ
ତୁମେ ଭାବନା ଶଦ୍ଦ ର ପ୍ରତିଲିପି ❣️🫰🏻ଏକ କାଗଜ ସଫେଦ ରଂଗ ର , ତୁମେ ଛାଟି ହେଇଗଲ କାଳୀ ଟିଏ ପରି ... କିନ୍ତୁ ଦାଗ ଲାଗିଥିଲା ମୋ ଠି ।ଚହଲୁ ଥିବା ଭାବନା ରେ ହଲଚଲ କରୁଥିବା ସେଇ ନଈ ତୁଠ ରେ ଅପେକ୍ଷା କରିଥିଲି କେବଳ ତୁମକୁ ....ସମୁଦ୍ରେ ଇଚ୍ଛା ର ଶୋଷ ନେଇ । .....
History
•
29
May 2026 7:39 AM
•

